STORYMIRROR

sanjibani swain

Romance

2  

sanjibani swain

Romance

ପ୍ରେମ

ପ୍ରେମ

1 min
109

 ପ୍ରେମ କଣ ମୁଁ ତୋଠୁ ଶିଖିଲି 

ଯେବେ ତୋ ହାତରେ ମୋ ହାତ ରଖିଲି ।


ତୋ ପ୍ରେମର ସ୍ପର୍ଶ ପାଇ 

ମୋ ଜୀବନକୁ ଧନ୍ୟ ମଣିଲି।


ଜାଣିନି ଏ ଜୀବନ କେତେ ଦିନର

ହେଲେ ତୋ ମୋ ସମ୍ପର୍କ ଜନ୍ମ ଜନ୍ମର।


ତୁ ରହି ଯାଇଛୁ ମୋ ହୃଦୟରେ ଘର କରି

ପାରିବି ନାହିଁ ତତେ ମୋ ଠାରୁ ଦୂରେଇ

ଦେଇଛି ହୃଦୟ ତତେ ରଖିବୁ ସାଇତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sanjibani swain

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

Similar oriya poem from Romance