STORYMIRROR

sanjibani swain

Inspirational

3  

sanjibani swain

Inspirational

ମୋ ମା

ମୋ ମା

1 min
209

ଲୋଡା ନାହଁ ମୋର ସରଗର ଚାନ୍ଦ,

ଲୋଡା ନାହିଁ ପାରିଜାତ,

ମୋ ମା ପାଖେ ଥିଲେ ସବୁ ଲାଗେ ତୁଛ।

ଲୋଡା ନାହିଁ ମୋର ରାଜାର ଉଆସ କରିବାକୁ ବାସ,

ମୋ ମା ଯେଉଥି ପାଦ ଥାପି ଦେବ ସେ ହେବ ସରଗପୁର।

ଲୋଡା ନାହିଁ ମୋର ନଅ ତିଅଣ ଛଅ ଭଜା ,

ମୋ ମା ହାତ ରନ୍ଧା ଶାଗ ପଖାଳ ଭୋଜନ ମଧ୍ୟରେ ରଜା ଆଖିକୁ ନିଦ୍ରା ଆଣିବାକୁ ପଲଙ୍କ କି ଦରକାର ,

ମୋ ମା କୋଳରେ ମୁଣ୍ଡ ଥାପି ଦେଲେ

ଅବସାଦ ହେବ ଦୂର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sanjibani swain

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ମୋ ମା

ମୋ ମା

1 min ପଢ଼ନ୍ତୁ

Similar oriya poem from Inspirational