Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Manjari Das

Tragedy

4  

Basanta Manjari Das

Tragedy

ପ୍ରେମ ଇଲାକା

ପ୍ରେମ ଇଲାକା

1 min
326


  ପ୍ରେମ ଇଲାକାର ପବିତ୍ର ସ୍ୱାକ୍ଷର

     ପ୍ରେମରୁ ଆରମ୍ଭ ହୁଏ

 ପଦ୍ମ ପୋଖରୀରେ ବୁଡ ମାରିଦେଇ

     ସୁରୁଜଙ୍କୁ ଚାହିଁ ରହେ ।


 ସଜଳ କିରଣୁ ରଙ୍ଗମାନ ଖୋଜି

     ମନ ତଳେ ମାଖି ଦିଏ

 ପ୍ରେମ ପାଲିଙ୍କିରେ ପ୍ରେମ ଅଗଣାକୁ

      ଧୀରେ ଧୀରେ ଛୁଇଁ ଯାଏ ।


ଦୁଃଖ ଭୂମିଟାରେ ଗଡିଯାଏ ଥରେ

     ସାଗର ନୀରରେ ଭିଜି

ପ୍ରେମ ଇଲାକାରେ ଯନ୍ତ୍ରଣା କାତରେ

     ପ୍ରେମିକକୁ ହୁଏ ଖୋଜି ।


ଧୋକ୍କା ବତାସରେ ଅଣ୍ଟା ଭାଙ୍ଗିଗଲେ

      ମାରଣକୁ ସାଥି କରେ

ସଫଳ ପ୍ରେମିକା ବୋଲାଏ ସେ ସିନା

      ଜଗତ ତାହାଙ୍କୁ ଝୁରେ ।


Rate this content
Log in

Similar oriya poem from Tragedy