ଜୀବନସାଥି
ଜୀବନସାଥି
ତୁମ ବିନା ମୋର
ବର୍ତମାନ ନାଁ ଭବିଷ୍ୟତ
ତୁମେ ମୋ ମୁଖର
ଚିରନ୍ତନ ସତ୍ୟ ||
କର୍ମର ପଥେ ତୁମେ
ପ୍ରେରଣା ମୋହର
ଜୀବନର ମାର୍ଗେ ତୁମେ
ଜୀବନସାଥୀ ମୋହର ||
ତୁମ ବିନା ମୋର
ବର୍ତମାନ ନାଁ ଭବିଷ୍ୟତ
ତୁମେ ମୋ ମୁଖର
ଚିରନ୍ତନ ସତ୍ୟ ||
କର୍ମର ପଥେ ତୁମେ
ପ୍ରେରଣା ମୋହର
ଜୀବନର ମାର୍ଗେ ତୁମେ
ଜୀବନସାଥୀ ମୋହର ||