STORYMIRROR

Rajesh Mund

Romance

2  

Rajesh Mund

Romance

ପିଆସୀ ପଣତ

ପିଆସୀ ପଣତ

1 min
2.8K


ପିଆସୀ ପଣତ  ଓଦା ସରସର

    ଆଖି ଲୁହେ ଭିଜୁଥାଏ

ଅମା ରାତିର    ଘନ କଳା ନଭେ

    ଜହ୍ନ ଲୁଚି କାନ୍ଦୁଥାଏ 

   କଅଁଳ ଟିକି ଚଢ଼େଇ ..

କ୍ଷୁଧାର୍ତ୍ତ ହେଇକି   ମୃତପ୍ରାୟ ସିଏ

    ମାଆ ବାଟ ଚାହିଁରହେ ।।

     ■ *ରାଜେଶ ମୁଣ୍ଡ* ■


Rate this content
Log in

Similar oriya poem from Romance