STORYMIRROR

Srinibas Mahalik

Comedy Others

2  

Srinibas Mahalik

Comedy Others

ଫେବୃୟାରୀ

ଫେବୃୟାରୀ

1 min
2.6K


ଫେବୃୟାରୀ ମାସ କି ଦୋଷ କଲା ଯେ

ସବୁଠୁ ହେଲା ସେ ସାନ

କିଏ ସେ ଏଭଳି ଭେଦଭାବ କରି

କମେଇଲା ତା'ର ଦିନ..

ବୁଝୁନି ଆଉ ତା' ମନ..

ଦିନ ବଢେଇବା ଦାବିରେ ସେ ଏବେ

କରୁଅଛି ଅନଶନ ।।

 ରବିବାର ହେଲେ ଫୁଲ୍ ଛୁଟି ହୁଏ

ଶନିବାର ହେଲେ ଅଧା

ଅନ୍ୟମାନେ କ'ଣ ଘାସ ଖାଇଥିଲେ

ଯେଉଁଥି ପାଇଁ ଲାଗେ ବାଧା..

ବଖାଣି କି ଅସୁବିଧା..

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସବୁ

ଦେବେ କହିଛନ୍ତି ସିଧା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy