ନିରବ ସଂହାର
ନିରବ ସଂହାର
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ତୁମେ ଯେ ପ୍ରକୃତି ର କ୍ରୋଧ ପୁଣି କେବେ ମାନବ କର୍ମ ର ପ୍ରତିଫଳନ ,ନାମ ଯେ ତୁମର ଓମିକ୍ରନ !ତୁମେ ନୀରବ ତାଣ୍ଡବ କର ପ୍ରକୃତି ର ବକ୍ଷରେ : ଆଭାସ ଦିଅ କେବେ ମାନବ ଜାତିକୁ ସମୟ ଯେ ସନ୍ନିକଟ ଜାଣ ହେ ପ୍ରକୃତି କୁ ;ମାୟା ଜାଲେ ଛନ୍ଦି ଦିଅ ଏ ସମାଜ କୁ ନୀରବ ସଂହାର ମୁଦ୍ରାରେ କବଳିତ କଲ ବିଶ୍ଵ କୁ କି ସେ ତୁମର ସ୍ରଷ୍ଟା? ମୁଁ ପ୍ରଶ୍ନ କରୁଥିଲି ମୋ ସ୍ରଷ୍ଟା କୁଂ ନୀରବ ରହିଲେ ସେ ନିର୍ଦ୍ଦେଶ କଲେ ମାନବ ଜାତିକୁ :ହେ "ଓମିକ୍ରାନ ତୁ ଆମ ପାପ ର ପ୍ରତିଫଳନ ବୋଲି ଚେତାଇ ଦେଇଥିଲେ" ଭଗବାନ "ନୀରବ ସଂହାର ଲୀଳାର ତାଣ୍ଡବ ସମାପ୍ତ କର ; ଦିଅନା ଯେ ଆଉ କଷ୍ଟ ଆଉ ଯାତନା। ନେଇଯାଅ ବିଦାୟ ଏ ଧରା ଧାମରୁ ଅଦୃଶ୍ୟ ହୋଇଯା ଏ ପ୍ରକୃତି କୋଳରୁ: