STORYMIRROR

Pratap Kumar Routray

Tragedy

2  

Pratap Kumar Routray

Tragedy

କରୋନା

କରୋନା

1 min
52

ହେ କରୋନା ଆଉ ଦୁଃଖ ଦିଅନା । 

କେବେ ଯେ ବିଦାୟ ନେବ କାହିଁ କି ତୁମେ କୁହନା? 


ଆସିଲ ସତେ ଉଛୁଳା ପ୍ରେମିକା ପରି 

ଆଶା କର କି ତୁମେ ର ହିବ ଘରଣୀ ପରି ?? 


ତୁମେ ତ ଉଜାଡିଲ କାହା ଘର ସଂସାର 

ପୋଛିଦେଲ ପୁଣି କାହା ମଥା ସିନ୍ଦୂର 

କେତେ ଯେ ରାଗ ରଖିଛ ମନରେ ତୁମର । 


ପଣ କି କରିଛ ତୁମେ କୁହନା।

 ହେ କରୋନା ଆଉ ଦୁଃଖ ଦିଅନା 

ଯାଅ ଫେରିଯାଅ ଆଉ ମନ କରନା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pratap Kumar Routray

Similar oriya poem from Tragedy