STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ନାରୀ --------- ଉପର ଅଫିସର ଆଉ

ନାରୀ --------- ଉପର ଅଫିସର ଆଉ

1 min
263

ଉପର ଅଫିସର ଆଉ 

ବଡ଼ ବଡ଼ିଆଙ୍କ ପଇସାର ଖେଳ 

ମିଳେ ନାହିଁ ଏଠି ନ୍ୟାୟ


ନାରୀର ସୁରକ୍ଷା 

ଦେଶର ରକ୍ଷା 

ପ୍ରତିବାଦ ପାଇଁ ଯିଏ ଆସିଲା 

ମିଳିବନି ଆଉ ତାକୁ ରକ୍ଷା


ପୋଲିସ ଠୁ ଆରମ୍ଭ କରି 

ନେତା ମନ୍ତ୍ରୀ ଯାଏ 

ଅଭିନୟ କରିଯାନ୍ତି


ନ୍ୟାୟ ଦେବା ନାଁରେ 

ଶୋଷଣ କରି ଲୁଟନ୍ତି 

ଥରକୁ ଥର


କେତେ ଲାଞ୍ଚନl 

କେତେ ଯନ୍ତ୍ରଣା 

ସହିବାକୁ ପଡେ 


ତଥାପି ମିଳେ ନାହିଁ 

ଏଠି ନାରୀ କୁ ନ୍ୟାୟ 


ଏଠି ରାଜନୀତି ର 

ଚାଲେ ଖେଳ 

ଶୁଣିବାକୁ କାହା ପାଖେ 

ନାହିଁ ବେଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract