Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ନାଁ ତା'ର ଜୀବନ

ନାଁ ତା'ର ଜୀବନ

1 min
205


ବୟସ ଥିଲେ ସାଥିରେ ପଇସା ନାହିଁ ପାଖରେ

ପଇସା ଅର୍ଜିଲେ ବ୍ୟସ୍ତରେ ସମୟ କାହିଁ ପଚାରେ ?


ବେଳେବେଳେ ପଇସା, ବୟସ , ସମୟ 

        ଥାଏ ସବୁ କିଛି

ହାତ ପାଆନ୍ତାରେ ଡାକ କୁହାଟରେ ଆଦେଶ ହେଣ୍ଟାଳରେ 

       ଥାଏ ସବୁ କିଛି

ହେଲେ ହାଏରେ ଥକାମନ

ହେଲେ ହାଏରେ ଭୁଲାମନ

ସମ୍ପର୍କ ନଥାଏ 

ସମ୍ବନ୍ଧ ନଥାଏ 

ଖସି ଯାଇଥାଏ ଦୂରେ ପେଶି ।


ବନ୍ଧୁତ୍ୱ ବନ୍ଧା ପଡ଼ିଥାଏ ସ୍ଵାର୍ଥର ଫାଶରେ

ଗର୍ବ ଅହଂକାର ଅହମିକାର ଅମଡ଼ା ବାଟରେ 


ଅଜବ ଏ ଖେଳ ବିଚିତ୍ର ତାର ନିୟମ

     ନା ତା'ର ଜୀବନ 

ମଣିଷ କ୍ରୀଡନକ ସାଜି କରୁଥାଏ

    ନାଚ ପଞ୍ଚମ ତାନ ।


କିଏ କହେ ଆସିଛି ଲଙ୍ଗଳା ହୋଇ

    ଯିବ ଶୂନ୍ୟହସ୍ତେ

ଆସିଛି ଭାଗ୍ୟର ଦୋଳିରେ ଝୁଲି

    ଯିବ କର୍ମ ରାସ୍ତେ ।


ଅଜବ ଏ ଖେଳ ସଚ୍ଚିତ୍ର ତା'ର ନିୟମ

    ନାଁ ତାର ଜୀବନ

ଅଧମ ଅକ୍ଷମ ମଣିଷ ହାତେ ତା'ର

    ଖେଳେ ହୋଇ ବାମନ ।



Rate this content
Log in

Similar oriya poem from Tragedy