STORYMIRROR

Manorama Sahoo

Classics

3  

Manorama Sahoo

Classics

ମୁଁ ଯାଜ୍ଞସେନୀ

ମୁଁ ଯାଜ୍ଞସେନୀ

1 min
184

           

ନା ବଣ ଜଙ୍ଗଲ ରେ

ନା ଏନ୍ତୁୁଡ଼ି ଗୃହ ରେ

         ନା ପିତାଙ୍କ ଔରସରୁ

          ନା ମାତାଙ୍କ ଗର୍ଭ ରୁ

ସର୍ବ ସମ୍ମୁଖରେ

ଜନ୍ମ ମୋର ଯଜ୍ଞ କୁଣ୍ଡରୁ।


ଅଦେଖା ସ୍ଥାନରେ ନୁହେଁ

ଗର୍ଭ ପ୍ରସବ ରୁ ନୁହେଁ

         ଶିଶୁ କନ୍ୟା ଭାବେ ନୁୁହେଁ

        ବାସଚଲ୍ୟ ମମତାରେ ନୁହେଁ

ଜନ୍ମିଲି ମୁଁ ଯୁବତୀ ଭାବେ

ଯାଜ୍ଞସେନୀ ନାମ ବହି।


ଜନ୍ମ ନୁହଁଇ ମୋର

ଦାମ୍ପତ୍ୟ ରେ ଆଣିବାକୁ ସୁଖ

           ଜନ୍ମ ମୋର ପିତାଙ୍କର

          ବନେବାପାଇଁ ପ୍ରତିିଶୋଧ

ଦ୍ରୁପଦ ନନ୍ଦିନୀ ଦ୍ରଉପଦୀ ମୁଁଁ

ଅନ୍ୟ ଏକ ନାମ କୃଷ୍ଣା

           ମୁୁଁ ପ୍ରେମିକା କୃଷ୍ଣା

           ମୋ ପ୍ରେମିକ କୃଷ୍ଣ

ଲେଖୁୁଥିଲି ମୋର ଏ

ଜୀବନ କାହାଣୀ

          ମୁଁ ଯାଜ୍ଞସେନୀ 

          ମୁଁ ଯାଜ୍ଞସେନୀ। 

         

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics