STORYMIRROR

Manorama Sahoo

Inspirational

3  

Manorama Sahoo

Inspirational

ମୋ ସହୀଦ ଯବାନ

ମୋ ସହୀଦ ଯବାନ

1 min
249

ମାଟି ମାଆ ପାଇଁ ଜୀବନ ଦେବାକୁ

               କରିିଥିଲେ ଯିଏ ପଣ

କେହି ନୁହେଁ ଆଉ ଏଇ ଭାରତ ମା'ର 

               ବୀର ସନ୍ତାନ ଗଣ

ଚେନାଏ ସ୍ୱପ୍ନ କୁ କରିବାକୁ ପୂରା

               ମେରୁଦଣ୍ଡ କଲେ ଟାଣ

ମାଟି ମାଆ ପାଇଁ ବଳିିିଦାନ ଦେଲେ

               ଅମୂଲ୍ୟ ଏ ନିଜ ପ୍ରାଣ


ମାଆ ପାଇଁ ଲଢ଼ି       ମାଆ ପାଇଁ ମରି

      ମହତେ ଦେଲେ ଏ ଜୀବନ

ଗର୍ବ ଲାଗେ ମତେ      କହିବାକୁ ଆଜି

     ଏଇ ମୋ ସହୀଦ ଯବାନ

      ଏଇ ମୋ ସହୀଦ ଯବାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational