ମୁଁ ବି ଜଣେ ସତ୍ୟବାନ
ମୁଁ ବି ଜଣେ ସତ୍ୟବାନ


ମୁଁ ବି ଜଣେ ସତ୍ୟବାନ
ରଖିବି ପତ୍ନୀ ଙ୍କ ର ମାନ,
ସାଥେ ତାଙ୍କ ସଦା ମୁଁ ଯେ ରହିଥିବି
ଏଇ ମୋ ରହିଲା ରାଣ,
ମରିଯିବି ପଛେ ବଂଚାଇ ରଖିବି
ବଳି ଦେଇ ନିଜ ପ୍ରାଣ,
ମୁଁ ବି ଜଣେ ସତ୍ୟବାନ |
ରଖିବି ମାନ ସମ୍ମାନ
କରିବିନି ହିନୀମାନ,
ନାରୀ ରୂପେ ସେହି ସତୀ ସାବିତ୍ରୀ
ଏ ବିଶ୍ୱେ ଆଜି ମହାନ,
ବିଶ୍ୱବାସୀ ସଦା ତାଙ୍କର
କରୁଥାନ୍ତୁ ଜୟଗାନ,
ମୁଁ ବି ଜଣେ ସତ୍ୟବାନ
ମୁଁ ବି ଜଣେ ସତ୍ୟବାନ |