ମୋର୍ ନାଁ କମଳେନ୍ଦୁ
ମୋର୍ ନାଁ କମଳେନ୍ଦୁ
ଜାଣା କହେସିଁ ମୁଇଁ, ମୁହେଁ ମୁହେଁ କହେସିଁ
କିଏ ହଁସୁ କି କିଏ କାନ୍ଦଲେ କାନ୍ଦୁ
ମୋର୍ ନାଁ କମଳେନ୍ଦୁ ।
ମନ୍ ମୋର୍, ସବୁବେଲେ ସଫା ସୂତ୍ରା
ଦେହେ ମୋର୍ କହଁରୁ କି ଗନ୍ଧୁ
ମୋର୍ ନାଁ କମଳେନ୍ଦୁ ।
କିନ୍ଦରେଇ କରି କଥା ଟିକେ, କହି ନେଇଁ ଜାନେ ମୁଇଁ
ଯାହା କହେସିଁ ବିନ୍ଦୁ କେ ବିନ୍ଦୁ
ମୋର୍ ନାଁ କମଳେନ୍ଦୁ ।
ହେତିର୍ ଲାଗି ତ କେତେକୁଁ ଛାଡିଦେଲେ
ମୋର୍ କେତନେ କେତେ ବନ୍ଧୁ
ମୋର୍ ନାଁ କମଳେନ୍ଦୁ ।
ନେଇଁ କରେଁ ମୁଇଁ, ଭେଦ୍ ଭାବ୍ କେଭେ
କିଏ ମୁସଲିମ୍ କିଏ ହିନ୍ଦୁ
ମୋର୍ ନାଁ କମଳେନ୍ଦୁ ।
ପେଚାଖୁଟିଆ ଲୋକର୍ ସାଙ୍ଗେ, ଭାବ୍ ନେଇଁ ରଖେଁ ମୁଇଁ
ଚାଁଛି ଦେସିଁ ପୁରା ବୁନ୍ଧୁ
ମୋର୍ ନାଁ କମଳେନ୍ଦୁ ।
ଇ ଚାକରିନୁ ମୁଇଁ, ବେଶୀ କିଛି ତ ନେଇ କମେଇ
କମେଇଛେଁ ଖାଲି ମନ୍ ସରୋବରର୍ ଭରଷା ସିନ୍ଧୁ
ମୋର୍ ନାଁ କମଳେନ୍ଦୁ ।
ଯିଏ ମତେ ଚିନ୍ହି ନେଇ ପାର୍ଲା",ସେ ମୁନୁଷ୍ ତ ନେଇଁସେ
ହେଇଥିବା ଗୁଟେ ପର୍ଚ୍ଛା ବାନ୍ଦୁ
ମୋର୍ ନାଁ କମଳେନ୍ଦୁ ।
