STORYMIRROR

Supriya Panda

Abstract Tragedy Inspirational

3  

Supriya Panda

Abstract Tragedy Inspirational

ମୋ ବୋଉ

ମୋ ବୋଉ

1 min
421

ମନ କଥା ନ କହିଲେ ଯିଏ ଆପେ ବୁଝି ଯାଏ 

ପେଟର ଭୋକ ଜାଣି ଯିଏ ଖାଇବାକୁ ଦିଏ ।


କାନ୍ଦି ବାର ଦେଖି ଯିଏ ନିଜେ କାନ୍ଦି ପକାଏ

ଦେହ ଖରାପ ହେଲେ ଯାହାକୁ ନିଦ ନ ହୁଏ ।


ମନ ଖୋଲି କେବେ କହିନି ଆଜି ଯାଏ 

ହେଲେ ଜାଣିଛି ମୁଁ ବହୁତ ସେ ଭଲ ପାଏ ।


Rate this content
Log in

Similar oriya poem from Abstract