STORYMIRROR

Supriya Panda

Tragedy Inspirational

3  

Supriya Panda

Tragedy Inspirational

ଜନ୍ମଭୂମି

ଜନ୍ମଭୂମି

1 min
379

ଜନନୀ ଜଠରୁ ଜନମ ହୋଇଲି 

      ତୋ କୋଳ ମଣ୍ଡନ କଲି 

ତୋ ପାଣି ପବନେ ଗଢା ମୋର ତନୁ 

      ଧିରେ ଧିରେ ବଡ଼ ହେଲି 

ତୋ ପଣତ କାନି ମୋ ଦେହେ ଢାଙ୍କିଛୁ

       ରଖିଛୁ ହୃଦେ ଜଡାଇ 

କେମିତି ଭୁଲିବି ତତେ ମୁଁ ମାଆ ଲୋ 

       ତୁହି ମୋ ଜନମ ଭୂମି    ।


Rate this content
Log in

Similar oriya poem from Tragedy