STORYMIRROR

Supriya Panda

Abstract Tragedy Inspirational

3  

Supriya Panda

Abstract Tragedy Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
365

ଭକତିରେ ଯାର ନିର୍ମାଲ୍ୟ କୈବଲ୍ୟ

ନାମେ ରେଣୁ ତାର ପ୍ରେମ 

ଆଜି ଥିଲେ ଧନ ନଥିବ କାଲିକି 

ପ୍ରାଣେ ଥିବ ହରି ନାମ 

ସଂସାର ଜଞାଳ ମୋହମାୟା ପ୍ରଭୁ 

ସବୁତ କ୍ଷଣିକ ସୁଖ

ସଙ୍ଖ ଚକ୍ର ଚିହ୍ନ ପତିତପାବନ 

ତୁମେ ପ୍ରଭୁ ଆତ୍ମା ମୋର 

ଶବ୍ଦ ହିନ ପ୍ରେମ ରଙ୍ଗ ହିନ ପ୍ରୀତି 

ତୁମେ ପ୍ରଭୁ ମୋ ପରଣ 

ସରଗର ଚାନ୍ଦ ଶ୍ରୀକ୍ଷେତ୍ର କାଳିଆ 

ଭକ୍ତ ପ୍ରେମେ ଭଗବାନ ।



Rate this content
Log in

Similar oriya poem from Abstract