STORYMIRROR

Supriya Panda

Abstract Tragedy Children

3  

Supriya Panda

Abstract Tragedy Children

ଜନ୍ମ ଭୂମି

ଜନ୍ମ ଭୂମି

1 min
327

ଜନନୀ ଜଠରୁ ଜନମ ହୋଇଲି  

      ତୋ କୋଳ ମଣ୍ଡନ କଲି ।


ତୋ ପାଣି ପବନେ ଗଢା ମୋର ତନୁ

      ଧିରେ ଧିରେ ବଡ଼ ହେଲି।


ତୋ ପଣତ କାନି ମୋ ଦେହେ ଢାଙ୍କିଛୁ 

      ରଖିଛୁ ହୃଦେ ଜଡାଇ ।


କେମିତି ଭୁଲିବି ତତେ ମୁଁ ମାଆ ଲୋ 

      ତୁହି ମୋ ଜନମ ଭୂମି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract