ମଧୁର ବଚନ
ମଧୁର ବଚନ
କୁଆ ଓ କୋଇଲି ରଙ୍ଗ ସିନା ଏକା
ସ୍ୱର ନୁହଁଇ ସମାନ
କୁଆ ରାବୁଥାଏ କାଆ କାଆ କରି
କୋଇଲିର କୁହୁ ସ୍ୱନ
କୁଆ ରାବ କର୍ଣ୍ଣ କଟୁ କରେ ହେଲେ
କୋକିଳ ଟାଣଇ ମନ
ଏବେ ନିଜେ କୁହ ମଧୁର ବଚନ
ସତେ କେତେ ମୂଲ୍ୟବାନ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
କୁଆ ଓ କୋଇଲି ରଙ୍ଗ ସିନା ଏକା
ସ୍ୱର ନୁହଁଇ ସମାନ
କୁଆ ରାବୁଥାଏ କାଆ କାଆ କରି
କୋଇଲିର କୁହୁ ସ୍ୱନ
କୁଆ ରାବ କର୍ଣ୍ଣ କଟୁ କରେ ହେଲେ
କୋକିଳ ଟାଣଇ ମନ
ଏବେ ନିଜେ କୁହ ମଧୁର ବଚନ
ସତେ କେତେ ମୂଲ୍ୟବାନ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)©