STORYMIRROR

Keshabb Nayak

Romance

3  

Keshabb Nayak

Romance

ମାୟା ପ୍ରେମିକା

ମାୟା ପ୍ରେମିକା

2 mins
0

ଦେଖୁଛି ତୁମ ରୂପ କୁ
ହୃଦୟ ର କାଚ ଆଇନା ରେ
ଦିଶୁଚ କେତେ ସୁନ୍ଦର
ତୁମେ ପ୍ରୋଫାଇଲ ଫୋଟ ରେ... ..

ଭାବୁଛି ମୋ ଉପରେ ରାଗିଛ କି
ଖାଲି ଦେଖୁଛ କିନ୍ତୁ କଥା ହେଉନ
ତୁମ ରୂପ କୁ ଦେଖି
କାହିଁ ରାତିରେ ଆଉ ନିଦ ହେଉନି... ...

ସାଗର କୂଳ ରେ
ବସିଛି ମୁଁ ସକାଳ ର
ପହିଲି କିରଣ ରେ
ହଜି ଯାଇଛି ତୁମ ପ୍ରେମ ଭାବନା ରେ... ....

ଦେଖୁଛି ଆସୁଛ ତୁମେ
କହିବାକୁ କିଛି
ହାତରେ ଗୋଲାପ ଧରି
ଭାବୁଛି ମନ କୁ ମୋର
କରିଦେଲକି ତୁମେ ଚୋରି... ... .. ..

ଆସିଥିଲ ସେଦିନ ଅଜଣା ଝିଅ ଟେ ହୋଇ
ଦେଖୁଥିଲ ତୁମେ ଲୁଚି ଚୋରଣୀ ଟେ ହୋଇ
ମୋତେ ଦେଖି
ହେ ସଖି
ଯାଉଥିଲ କାହିଁ ଲାଜେଇ.. ... ..

ଦେଖୁଥିଲ ମୋ ଲେଖା
ପଢୁଥିଲ ମୋ ପ୍ରେମ କବିତା
ମନେ ମନେ ଭାବୁଛ କି
ଅତୀତ ରେ ଧୋକା ଖାଇଥିବା
ପ୍ରେମ ରେ ପ୍ରେମିକ ପାଖରୁ
ପଚାରି ଦେବିକି ମୁଁ ଆଉ ସେ ପ୍ରତାରଣା କଥା.. .. ..

ଦେଖୁଛି ତୁମ ହସ
ପ୍ରେମ ଲେଖା ପଢି ହୃଦୟ ହେଉଛି ଶାନ୍ତ
ମନେ ମନେ ଭାବୁଛ କିପରି କରିବ
ତୁମ ପ୍ରେମ ଭାଷା ର ପ୍ରକାଶ.. .. ...

ହସି ହସି ତୁମେ ଆସୁଛ
ପାଖରେ ବସି କହୁଛ
କଣ ତୁମେ ଏତେ ଭାବୁଛ.. .. ..

ହଜି ଯାଉଛି ତୁମ ପ୍ରେମ କଥାରେ
ବଢ଼େଇ ଦେଉଛି ହାତ
ଧରିବାକୁ ତୁମକୁ ସବୁଦିନ ପାଇଁ
କିନ୍ତୁ ତୁମେ ହୋଇଗଲ ଅଦୃଶ୍ୟ.. ... ..

କେଶବ 

7854955038



Rate this content
Log in

Similar oriya poem from Romance