STORYMIRROR

Priyankapriyadarshini Dash

Inspirational Others Children

3  

Priyankapriyadarshini Dash

Inspirational Others Children

ମା

ମା

1 min
409

ହଜାର ହଜାର ଫୁଲ ଦରକାର ହୋଇଥାଏ

ଗୋଟିଏ ମାଳ ତିଆରି କରିବା ପାଇଁ ।


ହଜାର ହଜାର ଦ୍ବୀପ ଦରକାର ହୋଇଥାଏ

ଗୋଟିଏ ଆରତୀ ସଜେଇବା ପାଇଁ ।


ହଜାର ହଜାର ବୁନ୍ଦା ପାଣି ଦରକାର ହୋଇଥାଏ

ଗୋଟିଏ ସମୁଦ୍ର ପାଇଁ ।


କିନ୍ତୁ, ଜଣେ ମା ହିଁ ଯଥେଷ୍ଟ ହୋଇଥାନ୍ତି

ପିଲାଙ୍କର ଜୀବନକୁ ସ୍ଵର୍ଗ ବନେଇବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyankapriyadarshini Dash

ଈଶ୍ବର

ଈଶ୍ବର

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

ଭାଇ

ଭାଇ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

Similar oriya poem from Inspirational