Priyankapriyadarshini Dash
Abstract Inspirational Children
ସିଲଟ ଧରିଲେ ଲେଖେ ନାମ ତୋର
ବାରମ୍ବାର ବାରମ୍ବାର
ତୋ କଥା ଭାବିଲେ ଆଖି ହୁଏ ଲୁହ
ଛଳଛଳ ଛଳଛଳ
ତୁ ହେଉଛି ଏକ ନଦୀର
ଢ଼େଉମାଳ
ତୁ ହେଉଛୁ ସ୍ନେହର
ଗନ୍ତାଘର ।
ଈଶ୍ବର
ଗୁରୁ
ମା
ଗାନ୍ଧିଜୀ
ଭାଇ
ବାପା
ମାଆ
ଚାକିରୀ ଚାକିରୀ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ମଣ୍ଡପରେ ତୁମ ମୂରତିକୁ ସ୍ଥାପି ନାନା ସ୍ଥାନରେ ଆରାଧନା ଶଙ୍ଖ ହୁଳହୁଳି ପଡ଼ଇ ଉଛୁଳି ଜାଗଇ ଭକତି ଭାବ ମଣ୍ଡପରେ ତୁମ ମୂରତିକୁ ସ୍ଥାପି ନାନା ସ୍ଥାନରେ ଆରାଧନା ଶଙ୍ଖ ହୁଳହୁଳି ପଡ଼ଇ ଉଛୁଳି ...
ମହାକାଳ ଫଳ ଆଭ୍ୟନ୍ତର ଦୃଶ୍ୟ କିଛି ରୂପ କିଛି ରଙ୍ଗ , ତାହା ସମୟର ନକଲି ରଙ୍ଗରେ ହୋଇଥାଏ ମୋହଭଙ୍ଗ। ମହାକାଳ ଫଳ ଆଭ୍ୟନ୍ତର ଦୃଶ୍ୟ କିଛି ରୂପ କିଛି ରଙ୍ଗ , ତାହା ସମୟର ନକଲି ରଙ୍ଗରେ ହୋଇ...
ଈର୍ଷା ଈର୍ଷା
ନିଜର ଲୁହକୁ ହୃଦୟରେ ରଖି ଓଢ଼ଣୀ ତଳେ ସେ କାନ୍ଦେ କାହାକୁ କହିବ ତା ମନ କାହାଣୀ ମନେ ମନେ ସିଏ ନିନ୍ଦ ନିଜର ଲୁହକୁ ହୃଦୟରେ ରଖି ଓଢ଼ଣୀ ତଳେ ସେ କାନ୍ଦେ କାହାକୁ କହିବ ତା ମନ କାହାଣୀ ମନେ ...
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ମିଛ ମଣିଷର କଥାରେ ଛଳନା ଆଖିରେ ମିଥ୍ୟାର ଲୁହ, ନର ହତ୍ୟା କରି ସମବେଦନାରେ ତା ହୃଦୟେ ମି ମିଛ ମଣିଷର କଥାରେ ଛଳନା ଆଖିରେ ମିଥ୍ୟାର ଲୁହ, ନର ହତ୍ୟା କରି ସମବେଦନାରେ ...
ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗାଇ ବେଦନା ମନେ ... ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗ...
ପୁତ୍ରର ବିଳାପ ପୁତ୍ରର ବିଳାପ
ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ ତୃଷାର୍ତ୍ତ ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ...
ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପୁଣି ଶାନ ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପ...
ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।। ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।।