Priyankapriyadarshini Dash
Abstract Inspirational Children
ଗୁରୁ ଯେ ମଳୟ ପବନ
କାଷ୍ଠ କୁ କରନ୍ତି ଚନ୍ଦନ ।
ଅନ୍ଧାର ପଥରେ ଗୁରୁ ଆଲୋକ
ଶିକ୍ଷା ଦିଅନ୍ତି ତୁମେ ଆମ ଶିକ୍ଷକ ।
ଆଦର୍ଶ ମୋର ଯେ ଗୁରୁପରମିତ
ବୁଦ୍ଧି ବାରିଣୀ ବିଶ୍ୱରେ ଶ୍ରେଷ୍ଠ ।
ତୁମ୍ଭ ପାଦ ତଳେ ମୋର ନମନ
ବନ୍ଦଇ ତୁମକୁ ଭାବି ଈଶ୍ବର ସମ୍ମାନ ।
ଈଶ୍ବର
ଗୁରୁ
ମା
ଗାନ୍ଧିଜୀ
ଭାଇ
ବାପା
ମାଆ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଚିର ସ୍ମରଣୀୟ ହେ ବିଜ୍ଞ ପ୍ରବର ଶିକ୍ଷା ରେ ଥିଲ ମଣ୍ଡିତ ବିଦେଶରେ ଥିଲ ମନେ ବହୁଥିଲା ଦେଶ ପ୍ରେମର ନ ଚିର ସ୍ମରଣୀୟ ହେ ବିଜ୍ଞ ପ୍ରବର ଶିକ୍ଷା ରେ ଥିଲ ମଣ୍ଡିତ ବିଦେଶରେ ଥିଲ ମନେ ବହୁଥିଲା ...
ଭକତଟି ସଦା ପ୍ରଭୁଙ୍କ ଠିକଣା ହୃତୟରେ ଖୋଜୁଥାଏ ଜୀବନର ଶେଷ ସମୟ ଠିକଣା ମଶାଣୀ ଭୂଇଁଟି ହୁଏ ଭକତଟି ସଦା ପ୍ରଭୁଙ୍କ ଠିକଣା ହୃତୟରେ ଖୋଜୁଥାଏ ଜୀବନର ଶେଷ ସମୟ ଠିକଣା ମଶାଣ...
ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ କୋଟିକୋଟି ଦଣ୍ଡବତ , ସଦ୍ ବୁଦ୍ଧି ଦେ, ମା' ମୁଢ଼ ମଣିଷଙ୍କୁ ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ କୋଟିକୋଟି ଦଣ୍ଡବତ , ସଦ୍ ବୁଦ୍ଧି ଦେ, ମା' ମୁଢ଼ ...
ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ମାଟି ମାଆ ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ...
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସ୍କନ୍ଦମାତା ସ୍କନ୍ଦମାତା
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ବିଜୟା ଦଶମୀ ବିଜୟା ଦଶମୀ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ