Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Nayak Akshaya raazhasti

Comedy

3  

Nayak Akshaya raazhasti

Comedy

ଲୁହ ସହ ପ୍ରେମ

ଲୁହ ସହ ପ୍ରେମ

1 min
27


ଏକେଲା ମନକୁ ତତଲା ପାଇଁ

ଇଛୁକ ମୋ ମନ ଦେହ

ପ୍ରେମୀ ହୃଦୟଟା ପ୍ରେମ ଖୋଜୁ ଖୋଜୁ

ଦେଖା ହେଲା ଲୁହ ସହ l

ଲୁହ ସାଥେ ଚୋରା ପୀରତି ହେବାରୁ

ବାହାରି ପାରୁନି ଲଜ୍ଜାରେ

ସଗଗାଁ ମାଇପିଙ୍କ ଟୁପୁରୁ ଟାପୁରୁ

କହୁ ଥାନ୍ତି କଥା ହଜାରେ l


ଉଦାସୀ ମନଟା ଖୋଜୁ ଅଛି ନିତି

ମିଠା କଥା ମିଠା ପ୍ରୀତି

ଆଶା ଡିଦି କହେ

ତମେ ଭାଗ୍ୟବନ୍ତ

କୁହ ଏବେ ଗର୍ଭବତୀ l

ଗର୍ଭ ସଞ୍ଚାର ଶୁଣି ଶୁଣି ମୁହିଁ

କୁରୁଳି ଉଠିଲା ମନ

ସବୁ ଦିନ ପାଇଁ ମୁଁ ବନ୍ଧା ହେଇଗଲି

ତା ବିନା ଅଧୂରା ଜୀବନ l



Rate this content
Log in

Similar oriya poem from Comedy