STORYMIRROR

Raja Mahala

Abstract

2  

Raja Mahala

Abstract

କୃଷକ

କୃଷକ

1 min
295

ମାଟିର ମଣିଷ ମୁ ଦିନେ ମାଟିରେ ମିଶିବି

ଦେଶ ଜାତି ପାଇଁ ଜୀବନ ଦେବି

କୁହ ଯେତେ କଥା ପଛରେ ମୋର

ମୋ ମାଟି, ପାଣି, ପବନ ମୋ ପାଇଁ ଭଲ


ଦୁଃଖ ଲାଗେ ଅଶୃ ଝରିପଡେ

ଯେବେ ମୁ ଦେଖେ

ମୋ ପରିକା କେହି ଜଣେ

ଆତ୍ମ ହତ୍ଯା ର ହେଇଛି ଶୀକାର


ନୁହେଁ ମୁ ଭୀରୁ ନୁହେଁ କାପୁରୁଷ

କେଇ ଟଙ୍କା ପାଇଁ

ଭାବ ନାହିଁ ମତେ ପର

ମୁଁ ବି ଜଣେ ମଣିଷ ମୁଁ ବି ଜଣେ ମଣିଷ


ଥରେ ଭାବିକି ଦେଖ ଥରେ ଭାବିକି ଦେଖ

ବର୍ଷା ଶୀତ କାକର କୁ ନକରି ଭୟ

ସମସ୍ତଙ୍କ ପାଇଁ ମୁ କରୁଛି କାମ

ଦେଶ ଉନ୍ନତି ରେ ଅଛି ମୋ ନାମ


Rate this content
Log in

More oriya poem from Raja Mahala

Similar oriya poem from Abstract