Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational Others

4.0  

Sambit Srikumar

Inspirational Others

କରୋନା

କରୋନା

1 min
93


 ଘର ବାହୁଡ଼ା ଗର୍ବିତ ପ୍ରବାସୀ ଓ ଦାଦନ ଶ୍ରମିକ

 କାହାର ପୁଷମାସ ତ ଆଉ କାହାର ସର୍ବନାଶ।

 ବିପତ୍ତି ଦେଖେନି ସମ୍ପତ୍ତି ଅବା ପ୍ରତିପତ୍ତି

 ମାନେ ନାହିଁ ସୀମାରେଖା ଓ ସଂସ୍କୃତି।

 ନା ତା ପାଖେ ଅଛି ଲିଙ୍ଗ ବୟସ ବିଚାର

 ନା କେହି ପାରିବ ବର୍ତ୍ତି କୋପରୁ ତାହାର।

  ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ଵାର ପ୍ରଭେଦ ନାହିଁତ

  ଶାସକ-ଶାସିତ ଶୋଷକ-ଶୋଷିତ ସଭିଏଁ ଆକ୍ରାନ୍ତ।

  ସଙ୍ଗରୋଧ ପୃଥକବାସ ଏହାର ଏକଇ ନିରାକରଣ

  ନିଜେ ନିଜର ସୁରକ୍ଷା କରିବା ଉପାୟଟା ଜାଣ।

  ମଣିଲେ ଏହାକୁ ଯୁଦ୍ଧ ସମ ବିଷମ ପରିସ୍ଥିତି

  ଅଳପ ଦିନରେ ନିଶ୍ଚୟ ଘୁଞ୍ଚିବ ଏ ଦୁସ୍ଥିତି।

 ଦୟା ବହି ସର୍ବେ ରୁହ ସଜାଗ ସଚେତନ

 ଅନ୍ୟଥା ଭୋଗିବା ନାନାଦି କଷଣ ଅକାରଣ ।

           



Rate this content
Log in

Similar oriya poem from Inspirational