STORYMIRROR

Sonli Muduli

Inspirational Others Children

2  

Sonli Muduli

Inspirational Others Children

କରୋନା ସତର୍କ

କରୋନା ସତର୍କ

1 min
141

ଗୁହାରି ଶୁଣ ପ୍ରଭୁ ଜଗନ୍ନାଥ 

କର ଜଗତ କୁ କରୋନା ରୁ ମୁକ୍ତ  ।


ରହିବା ଜଦି ଆମେ ସଫା ସୁତୁର

ଡର ନଥାନ୍ତା କରୋନାକୁ ଆମର ।


ଯଦି ମାନିବା କରୋନା ସତର୍କ 

ଦେଶର ଉନ୍ନତି ହେବ ବହୁତ ।


ତେଣୁ ଆମେ ଆଜି ସପଥ ନେବା 

କରୋନାକୁ ଆମେ ଦୂରେଇ ଦେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational