STORYMIRROR

Sonli Muduli

Inspirational Others Children

3  

Sonli Muduli

Inspirational Others Children

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
435

ବିଦ୍ୟାଳୟ ଆମ ଅଟେ ଶ୍ରୀମନ୍ଦିର,

ଗୁରୁଜୀ ଗୁରୁମା ବଡ଼ ଠାକୁର।

ତାଙ୍କ କଥା ମାନି ଚାଲିଲେ ପଥ,

ଜୀବନେ ସଫଳ ହେବା ବହୁତ।

ପିତା ମାତା ସମ ଗୁରୁ ଆମର,

 ବାନ୍ଧି ଥାନ୍ତି ସଦା ସେନେହ ଡୋର।

ସତ ପଥେ ସଦା ଚାଲିବା ପାଇଁ,

ଦିଅନ୍ତି ପ୍ରେରଣା ଜୀବନେ ତହିଁ।

ପାଠ ପଢା ବେଳେ କରି ସେ ଶ୍ରମ,

ଦୂରେଇ ଥାଆନ୍ତି ଆମରି ଭ୍ରମ।

ତାଙ୍କ ପରି କେହି ନାହିଁ ଜଗତେ,

ପୂଜନୀୟ ସେତ ଦୁନିଆ ମତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational