STORYMIRROR

ସୁଧିର କୁମର ତରାଇ

Action Inspirational Others

4  

ସୁଧିର କୁମର ତରାଇ

Action Inspirational Others

କର୍ମ

କର୍ମ

1 min
80

କର୍ମ ହିଁ ଜାତି 

କର୍ମ ହିଁ ଧର୍ମ 

କର୍ମ ହିଁ ବର୍ଣ୍ଣ ମୋର ।।


କର୍ମ ହିଁ ସତ୍ୟ 

କର୍ମ ହିଁ ନିତ୍ୟ 

କର୍ମ ହିଁ ଚିରନ୍ତନ ମୋର ।।


କର୍ମ ହିଁ ଗାଳ୍ପିକ 

କର୍ମ ହିଁ ଲେଖକ 

କର୍ମ ହିଁ ଉପନ୍ୟାସ ମୋର ।।


କର୍ମ ହିଁ ପରିବାର 

କର୍ମ ହିଁ ଘର 

କର୍ମ ହିଁ ଠିକଣା ମୋର ।।


କର୍ମ ହିଁ ସଖା 

କର୍ମ ହିଁ ବନ୍ଧୁ 

କର୍ମ ହିଁ ପ୍ରେମିକ ମୋର ।।


କର୍ମ ହିଁ ଲୋଭ 

କର୍ମ ହିଁ କ୍ରୋଧ 

କର୍ମ ହିଁ ମାତ୍ସର୍ଯ୍ୟ ମୋର ।।


କୁତ୍ସିତ ମୋ ରୂପ, ସେ ଅବର୍ଣ୍ଣିତ 

କଳୁଷିତ ମୋ କର୍ମ, ସେ ଅବ୍ୟାଧିତ 

କର୍ମ ହିଁ ପରିଚୟ ମୋର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ସୁଧିର କୁମର ତରାଇ

Similar oriya poem from Action