ନାଁ ମୁଁ କବି,ନାଁ ମୁଁ ଗାଳ୍ପିକ, ନାଁ ମୁଁ ଲେଖକ | ମନର ଭାବନା ଏବଂ କଳ୍ପନା ସବୁ ସାଉଁଟି, ତନୁର ପାଗଳାମି ଛାପିଦିଏ ସାଧା କାଗଜରେ ଏବଂ ନିଜ ଜୀବନକୁ ବାଜିଲଗାଇ ସଂଘର୍ଷ କରି ପକାନ୍ତି କାଗଜ କଲମ ନିଜମଧ୍ୟରେ , ଶେଷରେ ସହିଦ୍ ହେଇଯାଆନ୍ତି | ତାଙ୍କ ସମାଧୀରେ ଗଢିଉଠେ କିଛି ଅନାବନା କବିତା ଓ କିଛି ଗଳ୍ପ |
Share with friends