STORYMIRROR

Diptirekha Samantaray

Romance

2  

Diptirekha Samantaray

Romance

କଳା କାହ୍ନୁ ପ୍ରେମ

କଳା କାହ୍ନୁ ପ୍ରେମ

7 mins
13.1K


ହଜି ହଜାଇ ମୁଁ ଖୋଜୁଛି କାହାକୁ

ସବୁ ହାରି ଆଜି ଝୁରୁଛି ଯାହାକୁ,

ତା ପ୍ରେମର ଛିଟା ଟିକେ ବାଜିଲେ ମତି,

ଗତି ସବୁ ଗୋପୀ ହରିଲେ,

ରାଧା କଥା ଅଉ କହିବି କଅଣ ପ୍ରିୟତମା ସେ କୃଷ୍ଣର ପ୍ରାଣ,

କଳା କାହ୍ନୁ ସିଏ ଭାରି ସୁନ୍ଦର

ମୋହି ନିଏ ମନ ସଭିଙ୍କର,

ବଂଶୀ ସ୍ୱରରେ ମନକୁ ମୋହେ ଗୋପୀଙ୍କ ଲବଣୀ

ଚୋରେଇ ଖାଏ ତା ପ୍ରେମରେ ଆଜି ହଜିଛି ମୁହିଁ ଦେଖା ନଦେଇ  ଲୁଚିଛି କାହିଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance