STORYMIRROR

Diptirekha Samantaray

Tragedy

2  

Diptirekha Samantaray

Tragedy

**ଆଖିର ଲୁହ**

**ଆଖିର ଲୁହ**

4 mins
3.0K


ଆଖିର ଲୁହକୁ କେବେ ପଚାରିଛ
ତାର ଠିକଣା ଟା କଣ,
କୋଉଠୁ ବିନା ନିମନ୍ତ୍ରଣରେ ପସରା
ଧରି  ଧାଇଁ ଆସୁଛି,
ମନ କୁ ଭିଜାଇ ,ଅସହ୍ୟ ଯନ୍ତ୍ରଣା 
ହୃଦୟରେ ଭରି ଦେଉଛି,
ତତଲା ଲୁହରେ ତନୁ ମନ କୁ
ଜାଳି ଦେଉଛି,
ନିରବରେ ବହି ଯାଉଛି ଲୁହ,
କିଛି କହୁନି ସତ ,
ହେଲେ ବୁଝିବାକୁ 
ଚେଷ୍ଟା କଲେ ସବୁ ବୁଝି ପାରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy