STORYMIRROR

Geetanjali Naik

Abstract

3  

Geetanjali Naik

Abstract

କିନାରା

କିନାରା

1 min
872

ସ୍ବପ୍ନର ବିଛଣାରେ ଆଶାର ସୁତାରେ

ବସା ଟିଏ ତୋଳିବାର ଚେଷ୍ଟା

ଜାଣେନା ସେ ଆଶାର ସୁତା ଛିନ୍ନ ହେଇଗଲା କାହିଁକି

ଅଥକ ଚେଷ୍ଟା ତାକୁ ଯୋଡିବା ମୁ କରୁଛି କାହିଁକି

ବୋଧେ ମନ ମୋର ଖୋଜୁଛି ସେଇ ସ୍ବପ୍ନର ସୁଖକୁ

ବୋଧେ ମନ ମୋର ଝୁରୁଛି ସ୍ବପ୍ନରେ ଦେଖିଥିବା ରଙ୍ଗକୁ

ସ୍ବପ୍ନର ବିଛଣା ନେଇ ଯାଏ ସିନା ପରୀ ରାଇଜକୁ

ସତରେ କଣ ପରୀ ଟିଏ ସାକାର କରିବ ମୋର ସ୍ବପ୍ନକୁ

ଆଖି ଖୋଲି ଯାଏ ଯେବେ ବିଷାଦର ଛାଇ ଭରି ଯାଏ ତେବେ

ମନ ମୋର ଲାଗେ ଯୋଡିବାରେ ଭଙ୍ଗାରୁଜା ଖଣ୍ଡ ଆଇନାର

ସତେ କଣ ଭଙ୍ଗା ଆଇନାରେ ଦେଖାଯିବ ନିର୍ମଳ ପ୍ରତିବିମ୍ବ ।

                                                        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Geetanjali Naik

Similar oriya poem from Abstract