STORYMIRROR

Pranati Mahapatra

Abstract Inspirational

5.0  

Pranati Mahapatra

Abstract Inspirational

କିଏ କନ୍ଦାଏ

କିଏ କନ୍ଦାଏ

1 min
2.1K


ଦୁଃଖ ମଣିଷକୁ କନ୍ଦାଏ ନାହିଁ

ଆରେ କନ୍ଦାଏ ତ ସୁଖ,

ଯିଏ ଅକସ୍ମାତ ଆସେ,

ଆଉ ଆଖି ପଲକରେ

ଉଭେଇ ଯାଏ,

ଦେଇ ଯାଏ

ଭୁଲି ନ ପାରିବା ଭଳି

ଅନେକ ଗୁଡିଏ

କ୍ଷତାକ୍ତ ଅଭୁଲା ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract