STORYMIRROR

Jyotiranjan Panda

Classics

3  

Jyotiranjan Panda

Classics

କବିତା

କବିତା

1 min
157

ହୃଦୟର ନିଃସଙ୍ଗ ଭିତରେ ଗୁଞ୍ଜରିତ ପ୍ରତିଟି କଥା

କଲମ ମୁନରେ ସଜେଇଲେ ହୁଏ ସେ କବିତା।

ମନର ସମସ୍ତ ଭାବନାର ଆଙ୍କିଛି ମୁଁ ଛବି

ବୃତ୍ତିରେ ମୁଁ ଛାତ୍ର ହେଲେ ମନରେ ମୁଁ କବି।

ହୃଦୟ ମନ୍ଦିରରେ କବିତାକୁ କରେ ମୁଁ ପୁଜା

ଆଖିର ଜ୍ୟୋତିକୁ କଲମ ମୁନରେ ଆଙ୍କିବାରେ କିଛି ନାହିଁ ବାଧା...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jyotiranjan Panda

Similar oriya poem from Classics