Jyotiranjan Panda
Literary Lieutenant
4
Posts
0
Followers
0
Following
ହୃଦୟର ନିଃସଙ୍ଗ ଭିତରେ ଗୁଞ୍ଜରିତ ପ୍ରତିଟି କଥା
କଲମ ମୁନରେ ସଜେଇଲେ ହୁଏ ସେ କବିତା।
ମନର ସମସ୍ତ ଭାବନାର ଆଙ୍କିଛି ମୁଁ ଛବି
ବୃତ୍ତିରେ ମୁଁ ଛାତ୍ର ହେଲେ ମନରେ ମୁଁ କବି।
ହୃଦୟ ମନ୍ଦିରରେ କବିତାକୁ କରେ ମୁଁ ପୁଜା
ଆଖିର ଜ୍ୟୋତି କୁ କଲମ ମୁନରେ ଆଙ୍କିବାରେ କିଛି ନାହିଁ ବାଧା😊🤗🤗😊😊
Share with friends