ଡିଅର
ଡିଅର
ଜୀବନର ପ୍ରତିଟି ପରୀକ୍ଷାରେ....
କାହିଁକି ଏମିତି ହାର୍ ମାନିନଉଚୁ?
କାହିଁକି ଏତେ ତୁ ନିଜକୁ ନିଜଠୁ
ଦୂରେଇ ଦଉଚୁ?
କେବେତ କିଛି ସମୟ ପାଇଁ କଥା ହେଇ
ସମ୍ଭାଳି ନେ ନିଜ ହୃଦୟକୁ..
ବୁଝିବାକୁ ଚେଷ୍ଟା କର୍ ଜୀବନର
ଏ ପ୍ରଶ୍ନ ପତ୍ର କୁ...
ସବୁ କଷ୍ଟ ଏକୁଟିଆ ଏ କୋମଳ ହୃଦୟକୁ
କାଇଁ ଦେଇ ଦଉଚୁ ।

