ହୃଦୟର ନିଃସଙ୍ଗ ଭିତରେ ଗୁଞ୍ଜରିତ ପ୍ରତିଟି କଥା କଲମ ମୁନରେ ସଜେଇଲେ ହୁଏ ସେ କବିତା। ମନର ସମସ୍ତ ଭାବନାର ଆଙ୍କିଛି ମୁଁ ଛବି ବୃତ୍ତିରେ ମୁଁ ଛାତ୍ର ହେଲେ ମନରେ ମୁଁ କବି। ହୃଦୟ ମନ୍ଦିରରେ କବିତାକୁ କରେ ମୁଁ ପୁଜା ଆଖିର ଜ୍ୟୋତି କୁ କଲମ ମୁନରେ ଆଙ୍କିବାରେ କିଛି ନାହିଁ ବାଧା😊🤗🤗😊😊
Share with friends
No Audio contents submitted.