STORYMIRROR

Archana Mahapatra

Abstract

3  

Archana Mahapatra

Abstract

କାମନା

କାମନା

1 min
168


ନିଶ୍ଵ ଚାହେଁ ଦାନା କନା ମାତ୍ର।

ତାହା ପ୍ରାପ୍ତି ହେଲେ ପୁଣି ଚାହେଁ ମୁଦ୍ରସତ

ଶତରୁ ସହସ୍ର ପୁଣି ସହସ୍ରରୁ ଲକ୍ଷ

ଲକ୍ଷପତି କୋଟିପତି ପାଇଁ ଲାଳାୟିତ

କୋଟିପତି ସ୍ବପ୍ନ ଦେଖେ ହୁଅନ୍ତି ନୃପତି

ନୃପ ଆଶା ହୋଇଥାନ୍ତି ରଜ ଚକ୍ରବର୍ତ୍ତୀ

ଚକ୍ରବର୍ତ୍ତୀ ଚାହେଁ ମୃତ୍ୟୁ ପରେ ଇନ୍ଦ୍ର ହେବି

ଇନ୍ଦ୍ର ଚାହେଁ ତହୁଁ ବଡ଼ ବିରଞ୍ଚି ପଦବୀ

ବିରଞ୍ଚି ବାଞ୍ଛିତ ଶାନ୍ତି ପଦହର

ପଦହର ପୁଣି ଧ୍ୟନ୍ୟାରତ ନିତ୍ୟ ହରି

ସକଳ ତୁହି ଭଜରାମ ହରେ ରାମ 

ହରେ କୃଷ୍ଣ ରାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Archana Mahapatra

ଜୀବନ

ଜୀବନ

1 min ପଢ଼ନ୍ତୁ

କାମନା

କାମନା

1 min ପଢ଼ନ୍ତୁ

Similar oriya poem from Abstract