Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Archana Mahapatra

Classics

3  

Archana Mahapatra

Classics

ଜୀବନ

ଜୀବନ

1 min
219



ଜୀବନଟା ସତେ କଣ

ଆଞ୍ଜୁଲାଏ ସ୍ଵପ୍ନଗୁଛ 

କିବା 

ଜଳ ତରଙ୍ଗ ରେ ଭାସମାନ 

କାଗଜ ଡଙ୍ଗା ରେ ବର୍ଷାର ସ୍ୱାକ୍ଷର ।


ଜୀବନଟା ସତେ କଣ

ଟିପ ଟିପ ବରଷାରେ 

ଭିଜୁଥିବା ପୃଥିୀପୃଷ୍ଟ

କିବା 

ରାତ୍ରିର ନିଶବ୍ଦତାରେ

ଓହ୍ଲାଇ ଆସୁଥିବା ବହଳ ଅନ୍ଧାର ।


ଜୀବନଟା ସତେ କଣ 

ମନ୍ତ୍ରମୟ ଆତ୍ମାର

ଏକ ନିଛିଦ୍ର ସଙ୍ଗୀତ

କିବା

ସ୍ବପ୍ନର ମେଘାଚ୍ଛନ୍ନ ଆକାଶରେ

ପହିଲି ବର୍ଷାର ସ୍ଵପ୍ନାୟିତ ଶବ୍ଦ ।


Rate this content
Log in

More oriya poem from Archana Mahapatra

Similar oriya poem from Classics