କ'ଣ କ୍ଷତି
କ'ଣ କ୍ଷତି
କ'ଣ କ୍ଷତି ପଦେ କଥା ହେଇଗଲେ
କ'ଣ କ୍ଷତି କିଛିଟା ମୂହୁର୍ତ୍ତ ଦେଲେ
କ'ଣ କ୍ଷତି ଟିକେ ସାହାଯ୍ୟ କଲେ
କ'ଣ କ୍ଷତି ଟିକେ ହସିଦେଲେ
କ'ଣ କ୍ଷତି ଜଣଙ୍କୁ ଭଲ କହିଲେ
କ'ଣ କ୍ଷତି ଅସହାୟକୁ ଆଦରିଲେ
କ'ଣ କ୍ଷତି ଟିକେ ଶୁଣିଦେଲେ
କ'ଣ କ୍ଷତି ଟିକେ ପଢିଦେଲେ
କଥାରେ ତ ଅଛି "ଅତିରେ ଇତି"
କିନ୍ତୁ ସୀମାରେ ରହିଲେ "କ'ଣ କ୍ଷତି "
ଲାଭରେ ରହି