Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଉତ୍କଳଗୌରବ ମଧୁବାବୁ

ଉତ୍କଳଗୌରବ ମଧୁବାବୁ

1 min
189



ଓଡ଼ିଆ ଜାତି ର ପ୍ରାଣ ତୁମେ ଆହେ ମଧୁ ସୁଦନ

ତୁମେ ଉତ୍କଳ ଜନନୀ ର ହେଲ ଯୋଗ୍ୟ ସନ୍ତାନ

ତୁମ ପାଇଁ ପ୍ରତି ଓଡ଼ିଆ ଗର୍ବ କରିଛି

ଓଡ଼ିଆ ଭାଷା ସ୍ଵତନ୍ତ୍ରତା ହାସଲ କରିଛି

ତୁମେ ଉତ୍କଳ ସମ୍ମିଳନୀ ଆୟୋଜନ କରି ଥିଲ

ତୁମେ ଓଡିଶା ପ୍ରଦେଶ ଗଠନରେ ମୁଖ୍ୟ ହୋଇଥିଲ

ତୁମେ ଫକୀର ମୋହନ ଙ୍କ ଚିଠି ବୁଝି ପାରିଥିଲ

ଫକୀର ମୋହନଙ୍କ ପାଇଁ ମୁକ୍ତିର ପଥ ଖୋଲିଥିଲ

ତୁମେ ଗରିବ ଙ୍କ ବନ୍ଧୁ ହୋଇ ପାରିଥିଲ

ନିଜ ସର୍ବସ୍ଵ ତୁମେ ଗରିବ ସେବାରେ ଲଗାଉଥିଲ

ତୁମେ ପ୍ରଥମ ବାରିଷ୍ଟର ବୋଲାଇ ଥିଲ

ତୁମେ ଜୋତା କାରଖାନା ବି କରି ଥିଲ

ତୁମେ ଉତ୍କଳ ସନ୍ତାନ ଙ୍କ ପାଇଁ କବିତା ଲେଖି ଥିଲ

ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଲ

ତୁମେ ଏବେ ବି ପ୍ରତି ହୃଦୟ ରେ ରହି ଅଛ

ଉତ୍କଳ ଗୌରବ ହୋଇ ଯୁଗେ ଯୁଗେ ରହିଛ



Rate this content
Log in