STORYMIRROR

Pramila Mohanty

Inspirational Children

2  

Pramila Mohanty

Inspirational Children

ଜଟିଳ ଅଙ୍କ

ଜଟିଳ ଅଙ୍କ

1 min
48


ଜଟିଳ ଅଂକ ଭାରି କୁଟିଳ

କଷିଵାକୁ ମନରେ

ହରଷ ବଳେ ନା କେବେ

ମିଶାଣ ଗୁଣନ

ହରଣ ଫେଡାଣ

ଚାରି ସୂତ୍ରରୁ

ପ୍ରୟୋଗ ନ ଜାଣିଲେ

ଗଣିତ ପାଠ

ଚିଡା ଲାଗେ

ମନରୁ ଉଛ୍ଛାହ ଯାଏ କମି

 ହୋଇ ଗୋଳମାଳ ମଥା

 ଯାଏ ଭ୍ରମି 

ଦଶମିକ ଚିହ୍ନ  

ମନେ ନ ରଖିଲେ

କଷିଵାକୁ ତାହା

ଅତି ଜଟିଳ ଲାଗେ

ପ୍ରକୃତ ଅପ୍ରକୃତ

ଆଉ ମିଶ୍ର ଭଗ୍ନଂଶ

କଷିଵାକୁ ତାହା

ଭାରି କଷ୍ଟ

ବଳେ ନାହିଁ ମନ

ହୋଇ ଥାଏ ନଟଖଟ

ଐକିକ ଧାରାର ପ୍ରୟୋଗ

ପାଞ୍ଚ ଭାଗରୁ ଏକ ଆଣି

କଷିବା ଭାରି କଷ୍ଟ ଦାୟକ

ଜ୍ଯାମିତିର ରେଖା ଟାଣି

ଆୟତ ବର୍ଗକ୍ଷେତ୍ର

ତ୍ରି ଭୂଜ ଟାଣିବା

ଅତି ଜଟିଳ 

ହୋଇ ଗଲେ ରେଖା ବଙ୍କା

ମନ ପଡି ଯାଏ ଫିକା

ସମକୋଣ ସୂକ୍ଷ୍ମକୋଣ

ସରଳ ସ୍ଥୂଳ ପ୍ରବୂଧ୍ଧ କୋଣ

ଚିହ୍ନି ଚିହ୍ନି ଆଙ୍କିବା

ଭାରି ଜଷ୍ଟ

କରିଦିଏ ମନକୁ ଦୁଃସହ ନକାରାତ୍ମକ ହୋଇ ଯାଏ ମନ

 ଭାଙ୍ଗି ଯାଏ ବଳ

କରିଦିଏ ମସ୍ତିଷ୍କ କୁ ଦୁର୍ବଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational