Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Swain

Inspirational Others Children

3  

Goutam Swain

Inspirational Others Children

ଜନମତ

ଜନମତ

1 min
237


କିଛି ଲୋକଙ୍କର ମତ

      ନୁହେଁ ଜନମତ

ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ବାକ୍ୟ

      ନୁହେଁ ସାମୁହିକ ।


ରାଜାଙ୍କ ଆଦେଶ ଶାସନ

        ବୋଲାଏ ରାଜତନ୍ତ୍ର

ଜନମତେ ଶାସନ

       ବୋଲାଏ ଗଣତନ୍ତ୍ର ।


ଜନମତ ପାଇଁ ସମ୍ବିଧାନ

        ଲେଖାଅଛି ପରା

ତଥାପି ଭାବିବା କାହିଁ

         ନିଜକୁ ସର୍ବହରା ।


କହିବା, ଜାଣିବା ଆମ

         ଜନ୍ମଗତ ଅଧିକାର

ତାକୁଦେଖି ଯୁବପିଢ଼ି

          ହୁଅ ଅଗ୍ରସର ।


କିଏ କହେ ଯୁବପିଢ଼ି

           ଆଗାମୀ ଭବିଷ୍ୟତ

କିଏ କହେ ତୋ ଦାୟିତ୍ୱ 

              ଆମର ଇଙ୍ଗିତ ।


ପଥ ଯଦି ସତ୍ୟ ହୁଏ

         ବିଜୟ ସୁନିଶ୍ଚିତ

କରିପାରିବେନି କେହି

         କାହାକୁ ଭୟବିତ ।


Rate this content
Log in

Similar oriya poem from Inspirational