Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobind chandra Pradhan

Abstract

4  

Gobind chandra Pradhan

Abstract

ଜାଗର

ଜାଗର

1 min
6


ପ୍ରେମିକା କରୁଛି ମୋ ଜାଗର 

         ସଂସାର ମଙ୍ଗଳ କର ହେ ଭୋଳା ଶଙ୍କର 

ନିଷ୍ଠା ର ସହ କରି ଉପବାସ

       ପାଇବାକୁ ବସିଛି ତବ କୃପା ମହେଶ।୧।

ପଳାଶ, ଗାଇଶ, ତଭା ଫଳ

         ଗୁନ୍ଥିଚି ଅତି ଜତନେ ବେଲ ପତ୍ର ମାଳ

ତବ ଚରଣେ ନିଜକୁ ସମର୍ପି

         କୃପା ଦୃଷ୍ଟି ଦିଅ ବାରେ ହେ ତ୍ରୈଲୋକ୍ୟ ପତି ।୨।

ଜଳାଇବ, ସେ, ଅଖଣ୍ଡ ଦୀପ

             ଶିବ ପଞ୍ଚକ୍ଷରି ,ମନ୍ତ୍ର ର , ଶକ୍ତି ଅମାପ

ଅ କର୍ମ ରେ ବାବା କର୍ମ ଦାୟକ

           ସଦା ସର୍ବଦା ବା ବା ହୁଅନ୍ତି ସହାୟକ।୩।

ଭକ୍ତି ରେ ତୁମକୁ ଡାକେ ନୀତି 

          ମନ୍ଦିର ବେଢ଼ାରେ ବସି ଜଳୁଛି ସେ ବତି 

 ଆଜି ରାତି ହୋଇ ଉଜାଗର 

          ଦୁଃଖ ହର ଜଟା ଧାରି କରୁଛି ଜାଗର ।୪


             


          


Rate this content
Log in

More oriya poem from Gobind chandra Pradhan

Similar oriya poem from Abstract