STORYMIRROR

Dr.Arundhati Mohanty

Tragedy

3  

Dr.Arundhati Mohanty

Tragedy

ହସିବାକୁ ଦିଅ

ହସିବାକୁ ଦିଅ

1 min
165

ଖୋଲିଦିଅ ଖୋଲିଦିଅ

ତା'ର ମୁହଁରୁ ବନ୍ଧନ,

କେବେ କିଛି ତ କହିନି

ଜଳ ସ୍ଥଳ ଆକାଶ ଭୂଗୋଳ ତା'ର

ରକ୍ତାକ୍ତ କରିଛ ତୁମେ

ସହିଛି ସେ ସବୁ ଅତ୍ୟାଚାର

ଆଜି ତାକୁ ହସିବାକୁ ଦିଅ,

ଆଜି ତାକୁ ହସିବାକୁ ଦିଅ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy