STORYMIRROR

Dr.Arundhati Mohanty

Abstract

2  

Dr.Arundhati Mohanty

Abstract

ଆଜି ତାକୁ ହସିବାକୁ ଦିଅ

ଆଜି ତାକୁ ହସିବାକୁ ଦିଅ

1 min
3.1K

ଖୋଲିଦିଅ ଖୋଲିଦିଅ

ମୁହଁରୁ ବନ୍ଧନ

କେବେ କିଛିତ କହିନି

ଜଳ ସ୍ଥଳ ଆକାଶ ଭୂଗୋଳ ତା'ର

ରକ୍ତାକ୍ତ ଜର୍ଜରିତ

ଚିରକାଳ

ସହି ସହି ତୁମ ଅତ୍ୟାଚାର

ଆଜି ତାକୁ ହସିବାକୁ ଦିଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract