STORYMIRROR

Siddhanta Meher

Classics Fantasy Inspirational

2  

Siddhanta Meher

Classics Fantasy Inspirational

ହୋଲି

ହୋଲି

1 min
101

ମନେ ପଡେ ସେଇ ପିଲାଦିନ ଖେଳ,

ଆଜି ଆସିଛି ସେଇ ତିଥୀ କାଳ ।। 1

ଠୁଲ ଠୁଲ ହୋଇ ସାଙ୍ଗ ମିଳି,

ଜଣା ଅଜଣା ମୁହେଁ ରଙ୍ଗ ବୋଳି।। 2 

ମନ ଉଲ୍ଲସିତ ଖୁସିର ପରବ,

ଘରେ ବସି ବସି ଦିନ କଟିବ।। 3 

ଆସିଛି ଅବା ସେଇ ସ୍ମୃତି ଦିନ,

ସମସ୍ତଙ୍କୁ ମୋର ଅଭିନନ୍ଦନ ।। 4



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Siddhanta Meher

Similar oriya poem from Classics