କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
1 min
262
ହଜିଗଲା ସେଇ ପିଲାଦିନ କଥା
ହାତେ ଧରି ଦରଭଙ୍ଗା ଛତା,
କେହି ପୁଣି ଭିଜି ଭିଜି
କାହାର ଯେ ଉଲଗ୍ନ ଅବସ୍ଥା ।। 1
ସମସ୍ତଙ୍କ ମନ ଖୁସି ଉଲ୍ଲସିତ
ଭସାନ୍ତି ଯେ ଉଛୁଳା ନାଳେ
କାଗଜ ବୋଇତ ।। 2
ମନେ ତାଙ୍କର ଖୁସିର ଫୁଆଁର ,
ଠେଲି ଠେଲି ନିଏ ନାଳର ଜୁଆର ।। 3