Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

FAZLUR RAHMAN ISLAHI

Inspirational Children

3.9  

FAZLUR RAHMAN ISLAHI

Inspirational Children

ଗୁରୁଦିବସ ଶପଥ

ଗୁରୁଦିବସ ଶପଥ

1 min
200


ଗୁରୁ ଦିବସରେ ଗୁରୁଙ୍କୁ ଭକ୍ତି  

ସଦା ଯୋଗାଏ ଆମକୁ ଶକ୍ତି ।


ଆମେ ବାପା ମାଆ ଓ ଗୁରୁଜୀ ଆସି 

କରୋନାକୁ ଦୂର କରିବା ମିଶି ।



ହାତ ଧୋଇବା ମାସ୍କ ପିନ୍ଧିବା 

ଦି ଗଜ ଦୂରତା ରକ୍ଷା କରିବା ।


କାଶ କଫ ଛିଙ୍କ ଆମକୁ ହେଲେ 

ଡାକ୍ତରଙ୍କ ସେବା ନେବାରେ ଭଲେ ।


ଆମେ ଯେ ଜିତିବୁ ହାରିବ କରୋନା 

ଶପଥ ନେବା ଉଡାଇ ଏ ବାନା ।


ତେବେ ଯେ ହୋଇବ କରୋନା ଦୂର 

ହସିବ ଏ ଗାଁ ଏ ସହର ।



Rate this content
Log in

Similar oriya poem from Inspirational